The Ultimate Managed Hosting Platform
ADVERTISEMENT

ସୈଫଙ୍କ ମେରୁଦଣ୍ଡରୁ ବାହାରିଲା ୨.୫ ଇଞ୍ଚର ଛୁରି

Facebook
Twitter
LinkedIn

ମୁମ୍ବାଇ : ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ଡାକ୍ତରଙ୍କ ପ୍ରତିକ୍ରିୟା । ଅସ୍ତ୍ରୋପଚାରରେ ୨.୫ ଇଞ୍ଚର ଛୁରି ମେରୁଦଣ୍ଡରେ ଥିଲା , କଢାଗଲା । ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଶେଷ ହୋଇଛି । ବେକ, ମେରୁଦଣ୍ଡ ସହ ଅନ୍ୟ ସ୍ଥାନରେଗଭୀର ଆଘାତ । ଏହା ଛୁରୀର ଖଣ୍ଡ ବୋଲି କୁହାଯାଉଛି । ସୈଫ ଅଲ୍ଲୀ ଖାନଙ୍କ କସମେଟିକ ସର୍ଜରୀ କରାଯାଇଛି । ଘଟଣାରେ ସୈଫଙ୍କ ଘରୋଇ ସହାୟିକା ଆହତ ହୋଇଛନ୍ତି । ପୋଲିସ ସୈଫ ଅଲୀ ଖାନଙ୍କ ଘରେ କାମ କରୁଥିବା ତିନି ଜଣଙ୍କୁ ପଚରାଉଚରା ପାଇଁ ନେଇଛି । ପୋଲିସ ଏମାନଙ୍କୁ ଥାନାକୁ ନେଇଛି । ଏହିଠାରେ ସେମାନଙ୍କୁ ଜେରା କରାଯିବ । ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କ ଘରେ ପହଞ୍ଚି ଆକ୍ରମଣ କରିଥିଲା । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ହତ୍ୟା ଉଦ୍ୟମ କରାଯାଇଛି । ବିଳମ୍ବିତ ରାତିରେ ଘରେ ପଶି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ଏହାପରେ ତାଙ୍କୁ ୩.୩୦ରେ ଲୀଳାବତୀ ହସପିଟାଲାରେ ଭର୍ତ୍ତି କରାଯାଇଥିଲା । ଘରେ ପସିବା ପରେ ସେ ସୈଫ ଅଲୀ ଖାନଙ୍କର ଚାକର ଏବଂ ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲା । ତେବେ ସୈଫଙ୍କୁ ଦେଖିବା ପାଇଁ ମୁମ୍ବାଇର ଲୀଳାବତୀ ହସପିଟାଲରେ ପହଞ୍ଚିଛନ୍ତି ସାରା ଏବଂ ଇବ୍ରାହିମ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login