କେନ୍ଦ୍ରୁଝର : ସେଲଫି ହେଲା କାଳ । ଟ୍ରେନରୁ ଖସି ପଡି ଛାତ୍ରୀ ମୃତ । ଟାଙ୍ଗିରିଆପାଳ-ଶଗଡପଟା ଷ୍ଟେସନ ମଝିରେ ମୃତଦେହ ଉଦ୍ଧାର । ପୁରୀ-ବଡବିଲ ଏକ୍ସପ୍ରେସ ଟ୍ରେନରେ ଘରକୁ ଫେରୁଥିଲେ ଛାତ୍ରୀ । ଟ୍ରେନରେ ସାଙ୍ଗକୁ ସହ ସେଲଫି ନେବାବେଳେ ଖସି ପଡିଥିବା ସୂଚନା । ମୃତ ଛାତ୍ରୀଙ୍କ ଘର ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁରେ । ଭୁବନେଶ୍ୱରର ଏକ ଘରୋଇ କଲେଜରେ ପଢୁଥିଲେ । ଭୁବନେଶ୍ୱରର ଏକ ଘରୋଇ କଲେଜରେ ପଢୁଥିଲେ ।
Views: 27