The Ultimate Managed Hosting Platform
ADVERTISEMENT

ସେଲଫି ନେଲା ବେଳେ ମହୁମାଛି ଆକ୍ରମଣ

Facebook
Twitter
LinkedIn

ଢେଙ୍କାନାଳ : ସେଲଫି ନିଶାରେ ୧୦୦ ଫୁଟ ଉଚ୍ଚର ପାଣିଟାଙ୍କି ଉପରେ ଚଢ଼ିଥିଲେ ୩ ଜଣ ଯୁବକ। ମହୁମାଛି ଆକ୍ରମଣ କରିବାରୁ ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ନିକଟରେ ଘଟଣା ଘଟିଛି । ସୂଚନା ଅନୁସାରେ ୩ ଜଣ ଯୁବକ ସେଲଫି ଉଠାଇବାକୁ ପାଣିଟାଙ୍କି ଉପରେ ଚଢ଼ିଥିଲେ । ହେଲେ ରଟିକି ବେଳେ ମହୁମାଛି ଆକ୍ରମଣ କରିବାରୁ ନିଜକୁ ବଞ୍ଚାଇବାକୁ ଯାଇ ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ ଯୁବକ। ଖବରପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପାଇଁ ପହଞ୍ଚି ଥିଲା । ଉଦ୍ଧାର କାର୍ୟ୍ୟ ବେଳେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ । ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login