The Ultimate Managed Hosting Platform
ADVERTISEMENT

ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି

Facebook
Twitter
LinkedIn

କୋଣାର୍କ : କୋଣାର୍କ ସୂର୍ୟ୍ୟମନ୍ଦିରରୁ କଢ଼ାଯିବ ୧୨୧ ବର୍ଷର ବାଲି । ଚତୁର୍ଥ ପର୍ୟ୍ୟାୟ ପାଇଁ ଏଏସଆଇ ଓ ବିଡିଆର ୧୫ ଜଣିଆ ଟିମର ଆଲୋଚନା ପରେ ନିଷ୍ପତ୍ତି । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ୟ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଚତୁର୍ଥ ପର୍ୟ୍ୟାୟରେ କାର୍ୟ୍ୟ ଆରମ୍ଭ ପାଇଁ ଏଏସଆଇ ପକ୍ଷରୁ ଆଲୋଚନା ହୋଇଛି । ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଥିବା ବେଳେ, ଏଯାଏଁ ୨ ବର୍ଷ ବିତିଗଲାଣି । ବାଲି କାଢ଼ିବା ସମୟରେ ସୂର୍ୟ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି କିଭଳି ଧ୍ୟାନ ଦିଆଯିବ ସେଥିପାଇଁ ଆଜି ୧୫ ଜଣିଆ ଟିମ ସ୍ଥିତି ପରଖିବା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login