The Ultimate Managed Hosting Platform
ADVERTISEMENT

ସୁନା ଦୋକାନ ଖୋଲୁ ଖୋଲୁ ଲୁଟିନେଲେ ଲୁଟେରା

Facebook
Twitter
LinkedIn

ସୋର : ସୁନା ଦୋକାନୀଙ୍କ ପାଖରୁ ଲୁଟିନେଲେ । ଦୋକାନ ଖୋଲୁ ଖୋଲୁ ଲୁଟିନେଲେ ଲୁଟେରା । ଏଭଳି କାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡୁଙ୍ଗୁରା ବଜାରରେ । ଲୁଟର ଶିକାର ହୋଇଛନ୍ତି ସାନ ଜୟପୁର ଗାଁର ଗଣେଶ ସାହୁ । ୭ ବର୍ଷ ହେବ ସେ ଡୁଙ୍ଗୁରା ବଜାରରେ ଦୋକାନ କରିଛନ୍ତି । କିନ୍ତୁ ଗତ ୪ ଦିନ ଧରି ସେ ଦୋକାନ ବନ୍ଦ କରିଥିବା ବେଳେ ଆଜି ସେ ଦୋକାନ ଖୋଲିବାକୁ ଯାଇଥିଲେ । ଦୋକାନ ସଟର ଖୋଲିବା ବେଳେ ସେ ଏମିତି ଲୁଟର ଶିକାର ହୋଇଛନ୍ତି । ୨ ଜଳ ଲୁଟେରା ସୁନା ବ୍ୟାଗ ଛଡାଇ ଫେରାର ହୋଇ ଯାଇଛନ୍ତି । ତେବେ ଦୋକାନୀଙ୍କ ପାଖରେ ସୁନା, ରୂପା ମିଶି ପାଖାପାଖି ଦେଢଲକ୍ଷ ଟଙ୍କାର ସୁନା ଗହଣା ରହିଥିଲା ଯାହାକୁ ନେଇ ଫେରାର ହୋଇଯାଇଛନ୍ତି । ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏ ନେଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login