The Ultimate Managed Hosting Platform
ADVERTISEMENT

ସୀମା ସୁରକ୍ଷା ବଳ ଉପରେ ମମତାଙ୍କ ସଂଗୀନ ଅଭିଯୋଗ, କହିଲେ ଦେଶରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଏସଏଫ ଦାୟୀ

Facebook
Twitter
LinkedIn

କୋଲକତା : ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆଉ ଆଗକୁ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଅନୁପ୍ରବେଶ ପ୍ରସଙ୍ଗକୁ ରାଜନୀତିରେ ବ୍ୟବହାର କରୁଛି ।ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନୁପ୍ରବେଶକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଦେଶରେ ବଢୁଥିବା ଅନୁପ୍ରବେଶକାରୀ ସଂଖ୍ୟା ପାଇଁ ସୀମା ସୁରକ୍ଷା ବଳ ଦାୟୀ । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗରେ ଅସ୍ଥିରତା ଆଣିବାକୁ ବିଏସଏଫକୁ କେନ୍ଦ୍ର ସରକାର ମୋହରା କରିଥିବା ଭଳି ଅଭିଯୋଗ ମମତା ଆଣିଛନ୍ତି । କେବଳ ମମତା ବାନାର୍ଜୀ ନୁହଁନ୍ତି ଟିଏମସି ସାଂସଦ ତଥା ମମତାଙ୍କ ପୁତୁରା ମଧ୍ୟ ବିଭିନ୍ନ ସମୟରେ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login