The Ultimate Managed Hosting Platform
ADVERTISEMENT

୪ ଭାରତୀୟଙ୍କୁ ମିଳିବ ଖେଳରତ୍ନ

Facebook
Twitter
LinkedIn

ନୂଆଦିଲ୍ଲୀ : ଚାରି ଭାରତୀୟ ଖେଳାଳିଙ୍କୁ ମିଳିବ ଖେଳରତ୍ନ । କ୍ରୀଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଭାରତୀୟଙ୍କୁ ମିଳିବ ଖେଳରତ୍ନ । ଏହି ଲିଷ୍ଟରେ ଚେସ୍ ତାରକା ଡି ଗୁକେଶ, ପୁରୁଷ ହକି ଦଳ କ୍ୟାପ୍ଟେନ ହରମନପ୍ରୀତି ସିଂ, ପାରା ଆଥଲେଟ୍ ପ୍ରବୀଣ କୁମାର ଏବଂ ସୁଟର ମନୁ ଭାକର ସାମିଲ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login