The Ultimate Managed Hosting Platform
ADVERTISEMENT

ସୀମାରେ ଅଟକିଛି ଶହ ଶହ ଆଳୁ ଗାଡି, ଦିଦିଙ୍କ ତାଗିଦ ଆସୁନି ଆଳୁ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ରାଜ୍ୟରେ ଆଳୁ ସଂକଟ । ପଶ୍ଚିମବଙ୍ଗ ସୀମାନ୍ତରେ ଅଟକିଛି ଶହ ଶହ ଆଳୁ ଟ୍ରକ । କୈାଣସି ରାଜ୍ୟକୁ ଆଳୁ ଦେବାକୁ ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ସରକାର । େ ଓଡିଶା ସୀମାରେ ୍ଟକିଛି ଆଳୁ ଗାଡି । ହେଲେ ରାଜ୍ୟକୁ ପ୍ରବେଶ କରୁନି । ଆଗାମୀ ଦିନରେ ଆଳୁ ସଙ୍କଟ ଆଶଙ୍କା ସୃଷ୍ଟି କରିଛି । ଏପଟେ କିନ୍ତୁ ରାଜ୍ୟ ସରକାର କହିଛନ୍ତି, ଗ୍ରାହକଙ୍କୁ ୩୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ । ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯାଉଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏପଟେ ରାଜ୍ୟରେ କେଉଁଠି ୩୦, ତ କେଉଁଠି ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଛି ଆଳୁ । କଟକ ଛତ୍ରବଜାରରେ ଆଳୁ ଦର କେଜି ପିଛା ୩୫ ଟଙ୍କା ରହିଛି । ଆଳୁ, ପିଆଜ ଭଳି ଅତି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login