The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସିବିଆଇ କିମ୍ବା ଇଡି ତଦନ୍ତ ହେଉ : ପୃଥ୍ୱୀରାଜ

Facebook
Twitter
LinkedIn

ଭୁବନେଶ୍ୱର : ଜାଲ ସାର୍ଟିଫିକେଟ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । କ୍ରାଇମବ୍ରାଞ୍ଚ ତଦନ୍ତ ତାଲିକାରେ ନାଁ ଯୋଡି ହେଲା କହିଲେ ପୃଥ୍ୱୀରାଜ । ନିଜ ଲୋକଙ୍କୁ ଘଣ୍ଟ ଘୋଡାଇବାକୁ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ । ଏହା ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେଉ ବୋଲି କହିଛନ୍ତି ପୃଥ୍ୱିରାଜ ହରିଚନ୍ଦନ । ନ ହେଲେ ଆମେ ଲୋକ ଲୋଚନକୁ ଆଣିବୁ , ସତ୍ୟ ସାମ୍ନାକୁ ଆଣିବୁ ।

ନକଲି ସାର୍ଟିଫିକେଟ : କୋଚିଂ ସେଣ୍ଟରରେ ରେଡ୍
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ ; ମିଳିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ

ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ ; ମିଳିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ

ବାଲେଶ୍ୱର : ବାଲେଶ୍ୱର ଏଫଏମ ପୀଡିତାଙ୍କ ମୃତ୍ୟୁ ଘଟଣାରେ ନୂଆ ସୁରାକ । ସାମ୍ନାକୁ ଆସିଲା ଆତ୍ମାହୁତି ପୂର୍ବର ସିସିଟିଭି ଫୁଟେଜ । ପୀଡିତା ସାଇକେଲରେ ଯାଉଥିବାର...

ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ, ସତ୍ୟ ପଦାକୁ ଆସିବ

ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ।ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ , କିନ୍ତୁ ବଞ୍ଚାଇ...

Login