ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ଚଲବୁଲି ନାୟିକା ତମନ୍ନା । ଓଡିଶାର ସୁପ୍ରିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବୋହୂ ହେବେ ତମନ୍ନା । ୮୦ ଦଶକୁ ସଂଗୀତ ଦୁନିଆରେ ରାଜ କରୁଥିବା ନମିତା ଅଗ୍ରୱାଲଙ୍କ ବୋହୂ ହୋଇ ତାଙ୍କ ଘରକୁ ଯିବେ ତମନ୍ନା । ଆଗକୁ ନମିତା ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ତମନ୍ନାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରି ବ୍ୱେଡିଂର ଫଟୋସୁଟ ମଧ୍ୟ ଶେଷ ହୋଇ ଯାଇଛି । ଏହା ପରେ ଦର୍ଶକ ଦୁହିଁଙ୍କ ବିବାହକୁ ଅପେକ୍ଷା କରିଛନ୍ତି । କିଛି ଦିନ ମଧ୍ୟରେ ତମନ୍ନା ଏବଂ ସିଦ୍ଧାର୍ଥଙ୍କର ରିଂ ସେରିମନି ହେବାକୁ ଯାଉଛି । ଆଗକୁ ନମିତା ଅଗ୍ରୱାଲଙ୍କ ବୋହୂ ହୋଇଯିବେ ତମନ୍ନା । ତେବେ ଦର୍ଶକବନ୍ଧୁ ଆପଣମାନେ ତମନ୍ନାଙ୍କୁ ତ ବେଶ ଭଲ ଭାବେ ଜାଣିଥିବେ । ଦୀର୍ଘଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିରେ ୬ ବର୍ଷ ହେବ ରାଜ କରୁଛନ୍ତି । ସୁପରଷ୍ଟାର ଅନୁଭବଙ୍କ ସହ ସେ ଲିଡ ଅଭିନେତ୍ରୀ ଭାବେ ଅଭିନୟ କରିବାର ନଜର ଆସିଛନ୍ତି । ଏହା ସହ ବାବୁଶାନ ,ଅଦେ୍ର୍ଧନ୍ଦୁ,ଜ୍ୟେତି ସମ୍ବିତଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ଏକ ରିୟଲିଟି ଶୋରେ ରଜ କ୍ୱିନ ଏବଂ ମୁଁ ବି ହେବି ହିରୋଇନ ରେ ନଜର ଆସିଥିଲେ ତମନ୍ନା । ଏହା ପରେ ପ୍ରଥମେଏକ କମେଡି ଫିଲ୍ମ ଜୋକର ରେ ଅଭିନୟ କରିଥିଲେ କିନ୍ତୁ ତାହା ରିଲିଜ ହୋଇପାରି ନ ଥିଲା । ଏହା ପରେ ଭାଇନା କଣ କଲା ସେ ରେ ସେ ନଜର ଆସିଥିଲେ । ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସାରା ଓଡିଶାବାସୀଙ୍କ ମନକୁ ସେ କିଣି ନେଇଛନ୍ତି ।
ସିଦ୍ଧାର୍ଥଙ୍କୁ ବିବାହ କରିବେ ତମନ୍ନା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







