ରାୟଗଡା : କ୍ୟାମ୍ପ ଅଫଇସରେ ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା ସୂଚନା । ନିଜ ସର୍ଭିସ ରିଭଲଭରରୁ ଗୁଳି କରି ଅଫିସରଙ୍କ ଆତ୍ମହତ୍ୟା । ତେବେ ସିଆରପିଏଫ ଅଫିସର ଜଣକ ହେଲେ ସୁନୀଲ କୁମାର । ସେ ଚତୁର୍ଥ ବାଟାଲିଅନର ସେକେଣ୍ଡ କମାଣ୍ଡାଣ୍ଟ । ମୃତ କମାଣ୍ଡାଣ୍ଟଙ୍କ ଘର ବିହାରରେ ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
Views: 72