The Ultimate Managed Hosting Platform
ADVERTISEMENT

ସାମ୍ବାଦିକଙ୍କ ଉପରୁ ହଟିଲା ମୋବାଇଲ ଫୋନ କଟକଣା

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ସାମ୍ବାଦିକଙ୍କ ଉପରୁ ମୋବାଇଲ ଫୋନ କଟକଣା ହଟିଲା । ବିଧାନସଭା ପ୍ରେସ ଗ୍ୟାଲେରୀକୁ ପୂର୍ବପରି ସାମ୍ବାଦିକମାନେ ମୋବାଇଲ ଫୋନ ନେଇପାରିବେ । କିନ୍ତୁ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିପାରିବେ ନାହିଁ । ସାମ୍ବାଦିକଙ୍କ ଆନ୍ଦୋଳନ ପରେ ନିଷ୍ପତ୍ତି ବଦଳାଇଲେ ସରକାର । ବାଚସ୍ପତିଙ୍କ ସହ ଆଲୋଚନା ପରେ କଟକଣା ହଟିଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ପ୍ରେସ୍ ଗ୍ୟାଲେରୀରେ ମୋବାଇଲ୍ ବାରଣର ପ୍ରତିବାଦ କରି ଆଜି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସାମ୍ବାଦିକମାନେ ଧାରଣା ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login