The Ultimate Managed Hosting Platform
ADVERTISEMENT

ସାମ୍ନାକୁ ଆସିଲା ଫିଲ୍ମ ଜୱାନର ନୂଆ ପୋଷ୍ଟର

Facebook
Twitter
LinkedIn

ମୁମ୍ବାଇ: ନୂଆ ଲୁକ୍ରେ କିଙ୍ଗ ଖାନ୍ ଶାହାରୁଖ । ଆଗାମୀ ଫିଲ୍ମ ଜୱାନର ପୋଷ୍ଟରରେ ଶାହରୁଖଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି। ଏଥିରେ ମୁହଁରେ ବ୍ୟାଣ୍ଡେଜ ବନ୍ଧା ଯାଇଥିବା ବେଳେ ଗୋଟିଏ ଆଖି ବନ୍ଦ ରହିଛି। ଏହାକୁ ପୋଷ୍ଟ କରିବା ପରେ ଫ୍ୟାନ୍ସ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁହଁ ଦେଖାଯାଉନଥିବାରୁ ତାଙ୍କ ନୂଆ ଫଟୋ ପାଇଁ ଅନୁରୋଧ କରିଥିଲେ ଫ୍ୟାନ୍ସ। ଆଉ ନିଜ ପ୍ରଶଂସକଙ୍କୁ ନିରାଶ କରିନଥିଲେ ଶାହରୁଖ। ଇନଷ୍ଟାଗ୍ରାମରେ ନୂଆ ବ୍ଲାକ ଆଣ୍ଡ ହ୍ଵାଇଟ ଫଟୋ ପୋଷ୍ଟ କରିଥିଲେ।ସେପ୍ଟେମ୍ବର ୭ତାରିଖରେ ରିଲିଜ ହେବ ଶାହରୁଖଙ୍କ ଜୱାନ। ସାଉଥ ଡିରେକ୍ଟର ଅତଲି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଏହାର ପ୍ରଡ୍ୟୁସର ଅଛନ୍ତି। ଶାହରୁଖଙ୍କ ଲାଷ୍ଟ ଫିଲ୍ମ ପଠାନ ଭଳି ଜୱାନ ମଧ୍ୟ ବ୍ଲକ ବଷ୍ଟର ହେବ ବୋଲି ପୋଷ୍ଟରେ ଲେଖିଛନ୍ତି ଫ୍ୟାନ୍ସ। ତେବେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login