ଫୁଲବାଣୀ : ସାପ କାମୁଡାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ଯୁବକଙ୍କ ମୃତ୍ୟୁ । ଖଜୁରୀପଡା ଥାନା ଖଲିବେରଣା ଗାଁରେ ଜଣଙ୍କର ଜୀବନ ଯାଇଛି । ସେହିପରି ଗୋଚ୍ଛାପଡାରେ ସର୍ପାଘାତରେ ଅନ୍ୟ ଜଣେ ଯୁବକଙ୍କ ଜୀବନ ଯାଇଛି । ଉଭୟ ଯୁବକ ରାତିରେ ଶୋଇଥିବା ବେଳେ ସର୍ପାଘାତରେ ଶିକାର ହୋଇଛନ୍ତି । ୨ ଯୁବକଙ୍କୁ ଫୁଲବାଣୀ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।
Views: 25