ଭୁବନେଶ୍ୱର : ସ୍ୱାଭାବିକଠୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗର ପଦକ୍ଷେପ । ସବୁ ଡ୍ରେନ ମ୍ୟାନହୋଲର ଯାଞ୍ଚ କରିବାକୁ ସବୁ ପୈାରପାଳିକାକୁ ନିଦେ୍ର୍ଦଶ । ବାତ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହେଲେ ୭୨ ଘଣ୍ଟାରେ ହେବ ରାସ୍ତା ମରାମତି । ବନ୍ୟା ପ୍ଲାବିତ ତଳିଆ ଅଞ୍ଚଳ ଚିହ୍ନଟ ସହ ଆଗୁଆ ପମ୍ପସେଟ ମହଜୁଦ ରଖ । ସ୍କୁଲ,କଲେଜକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ନିଦେ୍ର୍ଦଶ । ଜରୁରୀ ସୂଚନା ପାଇଁ କଣ୍ଟ୍ରୋଲ ରୁମ ଖୋଲିବାକୁ ନିଦେ୍ର୍ଦଶ ।
Views: 36