The Ultimate Managed Hosting Platform
ADVERTISEMENT

ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ଦୋକାନ ଘର

Facebook
Twitter
LinkedIn

ନୟାଗଡ : ଦୋକାନ ଘର ଜଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ନୟାଗଡ଼ ଫତେଗଡ ଥାନା ବାହାଡ଼ା ବାଇଗୁଣିଆ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ଜଳିଯାଇଛି । ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ଆୟତ୍ତ କରିବା ବେଳକୁ ଲକ୍ଷାଧିକ ଟଙ୍କାର ପନିପରିବା, ଫଳମୂଳ, ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ବ୍ରହ୍ମଗିରି ରୁ ଅଗ୍ନିଶମ ବାହିନୀ ପହଞ୍ଚି ପହଞ୍ଚି ନିଆଁକୁ ଆୟତ କରିଥିଲା । ଲୁଗାପଟା , ଧାନ, ଚାଉଳ, ପିଲାମାନଙ୍କ ବହିପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login