The Ultimate Managed Hosting Platform
ADVERTISEMENT

ସରିଲା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କ ନିର୍ବନ୍ଧ

Facebook
Twitter
LinkedIn

ନୂଆଦିଲ୍ଲୀ : ସରିଲା ନିର୍ବନ୍ଧ ଆଗକୁ ହେବ ବାହାଘର । ନିଜ କାମ ପାଇଁ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କର ଗତକାଲି ଶୁକ୍ରବାର ଦିନ ହାଇଦ୍ରାବାଦରେ ନିର୍ବନ୍ଧ ଶେଷ ହୋଇଛି । ଏହି ସମାରୋହରେ ଅଲୁ ଅର୍ଜୁନ, ରାମ ଚରଣ ଏବଂ ପତ୍ନୀ ଉପସାନା କୋନିଡେଲା ଏବଂ ବରୁଣଙ୍କ ମାମୁଁ ତଥା ମେଗାଷ୍ଟାର ଚିରଞ୍ଜୀବୀ ଉପସ୍ଥିତ ଥିଲେ । ବିବାହ ସମାରୋହରର ଫଟୋ ଗୁଡିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବରୁଣ । ଦୀର୍ଘ ଦିନ ଧରି ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀ ପରସ୍ପରକୁ ଡେଟିଂ କରୁଥିବା ଶୁଣିବାକୁ ମିଥିଲା। ତଥାପି, ସେମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ପର୍କକୁ ଅସ୍ୱୀକାର କିମ୍ବା ଗ୍ରହଣ କରୁନଥିଲେ । ବହୁ କଳ୍ପନାଜଳ୍ପନା ପରେ ଶେଷରେ ଏହି କପଲ୍ ନିଜ ନିଜ ପରିବାର ସଦସ୍ୟଙ୍କ ମାଧ୍ୟମରେ ଗୁରୁବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

Login