The Ultimate Managed Hosting Platform
ADVERTISEMENT

ସରିଲା ଆଡପ ଦର୍ଶନ

Facebook
Twitter
LinkedIn

ପୁରୀ : ଶେଷ ହେଲା ଶ୍ରୀଜିଉଙ୍କ ସାନ୍ଧ୍ୟ ଦର୍ଶନ । ଗୁଣ୍ଡିଚା ମନ୍ଦିରରେ ସରିଲା ଆଡପ ଦର୍ଶନ । ନିର୍ଦ୍ଧାରିତ ସମୟରେ ସରିଲା ସାନ୍ଧ୍ୟ ଦର୍ଶନ । ନିର୍ଦ୍ଧାରିତ ସମୟ ୫ ଟା ୨୦ରେ ଦର୍ଶନ ବନ୍ଦ ହେଲା । ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡାଯାତ୍ରା । ବାହୁଡା ନୀତିକୁ ଶୃଙ୍ଖଳିତ ପାଇଁ ଦର୍ଶନ ଅବଧିକୁ କମା ଯାଇଛି । ଜନ୍ମ ବେଦୀରେ ଲୀଳାଖେଳା ସାରି ଗତକାଲି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login