ଭୁବନେଶ୍ୱର : ସରପଞ୍ଚ ମହାସଂଘ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ନବୀନ ନିବାସ ଗଲାବେଳେ ଶିଶୁଭବନ ଛକରେ ଅଟକାଇଲା ପୋଲିସ । ବିଭିନ୍ନ ଦାବି ନେଇ ଏକାଠି ହୋଇଛନ୍ତି ସରପଞ୍ଚ । ନବୀନ ନିବାସ ଅଭିମୁଖେ ଯିବା ସମୟରେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ପୋଲିସ ଓ ସରପଂଚଙ୍କ ଭିତରେ ଧସ୍ତାଧସ୍ତି । ବେଶ୍ କିଛି ଧରି ପୋଲିସ ଓ ସରପଞ୍ଚଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।
Views: 93











