The Ultimate Managed Hosting Platform
ADVERTISEMENT

ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ ସହ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

Facebook
Twitter
LinkedIn

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ଅଞ୍ଚଳରେ ସରପଞ୍ଚଙ୍କୁ ସଙ୍ଗବଦ୍ଧ ଭୋବ ଆକ୍ରମଣ ଅଭିଯୋଗ । ଏହି ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ସରପଞ୍ଚଙ୍କ ବ୍ୟତିତ ଜଣେ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ସଙ୍ଗବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।


ତେବେ ଏତଲା ଅନୁଯାୟୀ ଦୋବଲ ପଞ୍ଚାୟତର ସରପଞ୍ଚ ଚମ୍ପାବତୀ ଦଳେଇ ନିଜ ଘରର ପିଣ୍ଡାରେ ବସିଥିବା ସମୟେର ଏକ ରାଜନୈତିକ ଦଳର କେତେକ କର୍ମୀ ଆସି ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ । ଏହାକୁ ପ୍ରତିବାଦ କରିବାକୁ ଯାଇ ଜେଣ ସ୍ଥାନୀୟ ଯୁବକ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି । ତେବେ ବତ୍ତର୍ମାନ ସରପଞ୍ଚ ଓ ଯୁବକ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ଧାମନଗର ଏସଡିପିଓ ଏବଂ ଥାନା ଅଧିକାରୀ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login