The Ultimate Managed Hosting Platform
ADVERTISEMENT

ସମ୍ବଲପୁରରୁ ବବି ଲଢିବା ଭୁଲ ନିଷ୍ପତ୍ତି ;ମହେଶ ସାହୁ

Facebook
Twitter
LinkedIn

ଭୁବନେଶ୍ୱର : ସମ୍ବଲପୁରରୁ ବବି ଦାସ ଲଢିବାର ନ ଥିଲା କହିଲେ ମହେଶ ସାହୁ । ନିଷ୍ପତ୍ତି ଭୁ ଥିଲା କହିଲେ ବିଜେଡି ନେତା ମହେଶ ସାହୁ । ସମ୍ବଲପୁର ବଦଳରେ ଯାଜପୁରରୁ ଲଢିଥିଲେ ଭଲ ହୋଇଥାଆନ୍ତା । ଆମର ୧୦ରୁ ୧୨ ବିଧାୟକ ଆସିଥାନ୍ତେ, ଆମେ ସରକାର କରିଥାନ୍ତୁ । ଅତୀତରେ ଭୁଲ ନିଷ୍ପତ୍ତି ଥିଲା । ସମ୍ବଲପୁରରୁ ଲଢ଼ିବାର ନଥିଲା ।ସେପଟେ ବିଜେଡିରେ ମେଳି ବାନ୍ଧୁଥିବା ନେତାଙ୍କୁ ବିଜେଡି ନେତା ମହେଶ ସାହୁଙ୍କ କଡ଼ା ଜବାବ । କହିଲେ, ପରାଜୟ ପରେ ଯିଏ ମୁଁହ ଖୋଲୁଛି ଠିକନୁହେଁ । ନବୀନ ବାବୁ ଯେତବେଳେ କ୍ଷମତାରେ ଥିଲେ ସେତବେଳେ କହିଲେନି । ତମେ ତ ନବୀନ ବାବୁଙ୍କୁ ସାହସ କରି କଥା ବାର୍ତ୍ତା କରିବ ନାହିଁ । ପରାଜୟ ପରେ ଏସବୁ କହିବାର ମାନେ କିଛି ନାହିଁ । ମୁଁ ସେ ସପକ୍ଷରେ ନୁହେଁ । ନବୀନ ବାବୁ ଦେଖା ସାକ୍ଷାତ କରୁଛନ୍ତି । ଦେଖା କରିବାର ଆଗ୍ରହ ଥିବା ଦରକାର । କିଏ ମନା କଲା ବୋଲି କଣ ଚୁପ ଚାପ ରହିବ । ବିଜେଡିରେ ବିଶୃଙ୍ଖଳାର ସ୍ଥାନ ନାହିଁ । ଯିଏ ବିଶୃଙ୍ଖଳା କରିବ ସେ ମନକୁ ବେଡିଙ୍ଗ ପତ୍ର ଧରି ଯିଵ । ନହେଲେ ଆପେ ଆପେ ବାହରିକି ଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login