ଦିଗପହଣ୍ଡି : ସୁନାପୁର ସମୁଦ୍ରରେ ବୁଡି ଜଣେ ନିଖୋଜ ହୋଇଥିବା ବେଳେ ଆଉ ୨ ଜଣ ଉଦ୍ଧାର ହୋଇଛନ୍ତି । ଚିକିଟି ଅଞ୍ଚଳର ୪ ଜଣ ଗାଧୋଇବା ବେଳେ ଘଟିଛି ଅଘଟଣ । ୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜଙ୍କୁ ଖୋଜାଖୋଜି ଜାରି ରିହିଛି ।
Views: 84
ଦିଗପହଣ୍ଡି : ସୁନାପୁର ସମୁଦ୍ରରେ ବୁଡି ଜଣେ ନିଖୋଜ ହୋଇଥିବା ବେଳେ ଆଉ ୨ ଜଣ ଉଦ୍ଧାର ହୋଇଛନ୍ତି । ଚିକିଟି ଅଞ୍ଚଳର ୪ ଜଣ ଗାଧୋଇବା ବେଳେ ଘଟିଛି ଅଘଟଣ । ୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜଙ୍କୁ ଖୋଜାଖୋଜି ଜାରି ରିହିଛି ।
ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...
ଭୁବନେଶ୍ୱର : ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
ଭୁବନେଶ୍ୱର : 'ବଣିକ' କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ । ପୋଲିସ ଏସଆଇ ନିଯୁକ୍ତି ଘୋଟାଲା ଲିଙ୍କରେ ରେଡ । ଭୁବନେଶ୍ୱର ସିଆରପି ଛକରେ ଥିବା...
କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...