The Ultimate Managed Hosting Platform
ADVERTISEMENT

ସବୁ ରାସନ କେନ୍ଦ୍ର ଯିବ ବିଜେପି –ଲେଖାଶ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ବ୍ୟାଗ ବଣ୍ଟନକୁ ବିରୋଧ କରି ସବୁ ରାସନ କେନ୍ଦ୍ର ଯିବ ବିଜେପି । ସୂଚନା ଦେଲେ ବିଜେପି ଉପ ସଭା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ବିଜେଡି ହେଉଛି କପି ପେଷ୍ଟ ସରକାର । କେନ୍ଦ୍ର ଅର୍ଥରେ ଶ୍ରେୟ ନେବାକୁ କରୁଛି ପ୍ରୟାସ । ଆଗରୁ କଂଗ୍ରେସ ଓ ବିଜେଡି ଏ ଆଉ ବି ଟିମ ଭାବେ କାମ କରୁଥିଲେ । ବିଜେଡି କେନ୍ଦ୍ରୀୟ ଯୋଜନା ହଡପ କରୁଛି । ସବୁବେଳେ ଅଭିଯୋଗ କରିଛୁ । ଚାଉଳ ମୋଦି ଦେଉଛନ୍ତି , ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ମୋଦି ମାଗଣା ଚାଉଳ ଦେଉଛନ୍ତି । ଶଙ୍ଖ, ସରକାରଙ୍କ ଲୋଗୋ ଓ ୫ଟି ଚିହ୍ନ ଲଗାଇ ସରକାର ବାଣ୍ଟୁଛନ୍ତି । ପ୍ରତ୍ୟେକ ରାସନ କେନ୍ଦ୍ର ଓ ସବୁ ଘରକୁ ପହଁଚିବ ବିଜେପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login