ସଂକଟ ଘେରରେ କି ରାହୁଲ ଗାନ୍ଧିଙ୍କ ସାଂସଦ ପଦ ?
ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କୁ ହୋଇପାରେ ୨ ବର୍ଷ ଜେଲ । “ମୋଦି ସରନେମ” କୁ ନେଇ ଦେଇଥିଲେ ଅରୁଚିକର ମନ୍ତବ୍ୟ । ଯାହାକୁ ନେଇ କୋର୍ଟରେ ମାମଲା ହୋଇଥିଲା । ତେବେ ଗତକାଲି ଶୁଣାଣି ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡା ଦେଶ ହୋଇଛି । ତେବେ ଏ ନେଇ କଣ କହୁଛି ଆଇନ ?-ଜନପ୍ରତିନିଧି ଆଇନ , ୧୯୫୧ ଧାରା ୮(୩) ଅନୁସାରେ ସାଂସଦଙ୍କୁ ଅତିକମରେ ୨ ବର୍ଷ ଜେଲ ଦଣ୍ଡାଦେଶ ହେବା … Continue reading ସଂକଟ ଘେରରେ କି ରାହୁଲ ଗାନ୍ଧିଙ୍କ ସାଂସଦ ପଦ ?
Copy and paste this URL into your WordPress site to embed
Copy and paste this code into your site to embed