ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କୁ ହୋଇପାରେ ୨ ବର୍ଷ ଜେଲ । “ମୋଦି ସରନେମ” କୁ ନେଇ ଦେଇଥିଲେ ଅରୁଚିକର ମନ୍ତବ୍ୟ । ଯାହାକୁ ନେଇ କୋର୍ଟରେ ମାମଲା ହୋଇଥିଲା । ତେବେ ଗତକାଲି ଶୁଣାଣି ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡା ଦେଶ ହୋଇଛି । ତେବେ ଏ ନେଇ କଣ କହୁଛି ଆଇନ ?
-ଜନପ୍ରତିନିଧି ଆଇନ , ୧୯୫୧ ଧାରା ୮(୩) ଅନୁସାରେ ସାଂସଦଙ୍କୁ ଅତିକମରେ ୨ ବର୍ଷ ଜେଲ ଦଣ୍ଡାଦେଶ ହେବା କ୍ଷଣି ତାଙ୍କର ସଂସଦ ସଦସ୍ୟତା ବା ସାଂସଦ ପଦ ରଦ୍ଦ ହୋଇଯିବ ।
-ଲୋକସଭା ସଚିବାଳୟ ସାଂସଦ ପଦ ରଦ୍ଦ କରିବ ।
-ନିର୍ବାଚନ କମିଶନ ତାଙ୍କ ଆସନ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଘୋଷଣା କରିବେ ।
-୨ ବର୍ଷ ଜେଲ ଅବଧି ସରିବା ପରେ ଆଗାମୀ ୬ ବର୍ଷ ପାଇଁ ନିର୍ବାଚନ ଲଢି ପାରିବେ ନାହିଁ ।
-ଆଗାମୀ ୮ ବର୍ଷ ସମ୍ପୃକ୍ତ ନେତାଙ୍କୁ ନିର୍ବାଚନ ପ୍ରତିଦ୍ୱନ୍ଦିତାରୁ ଦୂରେଇ ରହିବାକୁ ପଡିବ ।
ତେବେ ଏ ନେଇ ଦିଲ୍ଲୀରେ ଜରୁରୀ ବୈଠକ ଆହ୍ୱାନ କଲେ କଂଗ୍ରେସ । ଏଆଇସିସି ଦିଲ୍ଲୀ ମୁଖ୍ୟାଳୟରେ ସନ୍ଧ୍ୟା ୫ଟାରେ ବୈଠକ ସୂଚନା । ଷ୍ଟିୟରିଂ କମିଟି ସଦସ୍ୟ , ପିସିସି ସଭାପତି , ସିଏଲପି ନେତାଙ୍କୁ ଡାକରା । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷତା କରିବେ । ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡା ଦେଶର ହୋଇପାରେ ସମୀକ୍ଷା ।
ସଂକଟ ଘେରରେ କି ରାହୁଲ ଗାନ୍ଧିଙ୍କ ସାଂସଦ ପଦ ?
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







