ଭୁବନେଶ୍ୱର :ଦେଶର ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ରାଜନୀତି ତେଜିଲା । ନବୀନ ପଟ୍ଟନାୟଙ୍କୁ ଭେଟିଲେ ତାମିଲନାଡୁ ମନ୍ତ୍ରୀ ଓ ସାଂସଦ । ତାମିଲନାଡୁ ମନ୍ତ୍ରୀ ଟିବିକେ ରାଜା, ସାଂସଦ ଦୟାନିଧି ମାରନ୍ ଭେଟିଲେ । ଦେବୀ ମିଶ୍ର, ପାଣ୍ଡିଆନ, ସଞ୍ଜୟ ଦାଶବର୍ମା ଆଲୋଚନାରେ ସାମିଲ । ଡିଲିମିଟେସନ ବା ସଂସଦୀୟ କ୍ଷେତ୍ରର ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ସଂପର୍କରେ ଜଣାଇଥିଲେ । ଚେନ୍ନାଇ ବୈଠକରେ ଯୋଗ ଦେବାକୁ ନବୀନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ନବୀନ । ୭ ରାଜ୍ୟର ବୈଠକ ଡାକିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍। ସୀମା ପୁନଃ ନିର୍ଦ୍ଧାରଣ ଦ୍ବାରା ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଓ ପଞ୍ଜାବ ଭଳି ରାଜ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ଏମକେ ଷ୍ଟାଲିନ୍ । ବିକାଶଶୀଳ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟ ଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେଇଥିଲେ । ଏଥିପାଇଁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଏବେ ମୂଲ୍ୟ ଦେବାକୁ ହେଉଛି ବୋଲି କହିଛନ୍ତି ଷ୍ଟାଲିନ୍ ।
ଷ୍ଟାଲିନଙ୍କ ବୈଠକରେ ଯୋଗଦେବେ ନବୀନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







