The Ultimate Managed Hosting Platform
ADVERTISEMENT

ଶ୍ରୀମୟୀ ଆମ ସହିତ ଅଛନ୍ତି : ସ୍ନେହାଙ୍ଗିନୀ

Facebook
Twitter
LinkedIn

ଭୁବନେଶ୍ୱର : ଶ୍ରୀମୟୀଙ୍କ ତେର୍ଚ୍ଛା ବାଣ ନେଇ ବିଜୁ ମହିଳା ଜନତା ଦଳ ସଭାନେତ୍ରୀଙ୍କ ପ୍ରତିକ୍ରିୟା ସ୍ନେହାଙ୍ଗିନୀ ଛୁରିଆ । ଶ୍ରୀମୟୀ ଆମ ସହିତ ଅଛିନ୍ତି, ନବୀନ ବାବୁ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ପଶ୍ଚିମ ଓଡିଶା ନେତ୍ରୀ ଭାବେ ତାଙ୍କ ସହ ମୋର ଘନିଷ୍ଠତା ଅଛି । ସୋସିଆଲ ମିଡିଆରେ ଭାବନା, ଦଳ ସହ ସମ୍ପର୍କ ନାହିଁ ବାଲେି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ତେବେ ଶ୍ରୀମୟୀଙ୍କୁ ସୋସିଆଲ ମିଡିଆରେ ଧୃତରାଷ୍ଟ୍ର ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login