The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଗର୍ଭଗୃହର ହେବ ମିଳିତ ଯାଞ୍ଚ

Facebook
Twitter
LinkedIn

ପୁରୀ : ଆଜି ଶ୍ରୀମନ୍ଦିର ଗର୍ଭଗୃହରେ ହେବ ମିଳିତ ଯାଞ୍ଚ । ଏଏସଆଇ ଓ ବୈଷୟିକ କମିଟି ପକ୍ଷରୁ ମିଳିତ ଯାଞ୍ଚ କରାଯିବ । ଗର୍ଭଗୃହ , ନାଟମଣ୍ଡପ , ଜଗମୋହନ ମରାମତିର ହେବ ଯାଞ୍ଚ । ଗର୍ଭଗୃହରେ ମୂଷା ଆତଙ୍କକୁ ମଧ୍ୟ ଗୁରୁତ୍ୱ ଦେଇ ଯାଞ୍ଚ ହେବ । ବିଶେଷକରି ଗର୍ଭଗୃହ ସମେତ ରତ୍ନସିଂହାସନ, ନାଟମଣ୍ଡପ ଓ ଜଗମୋହନ ଗର୍ଭଗୃହର ପ୍ରଥମ ଏବଂ ଦ୍ୱିତୀୟ ମହଲାର ରୁଟିନ୍ ଯାଞ୍ଚ କରାଯିବ।ଏଥିସହ ଅଁଳାବେଢ଼ା ଏବଂ ଅନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଯାଞ୍ଚ ଓ ମରାମତି ହେବ। ଗତମାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login