The Ultimate Managed Hosting Platform
ADVERTISEMENT

ଶ୍ରୀକ୍ଷେତ୍ରରେ ଆଜିଠୁ ସାହି ଜାତ

Facebook
Twitter
LinkedIn

ପୁରୀ: ଆଜିଠାରୁ ପୁରୀରେ ପ୍ରସିଦ୍ଧ ସାହି ଯାତ ଆରମ୍ଭ । ଶ୍ରୀମନ୍ଦିର ରୀତିନୀତି ଅନୁସାରେ ହେବ ସାହି ଯାତ । ପ୍ରତ୍ୟେକଟି ସାହି ଏହି ସାହି ଯାତରେ ଭାଗନେଇ ଥାଏ । ଶ୍ରୀକ୍ଷେତ୍ରର ୮ଟି ସାହି ଓ ୪୨ କନ୍ଦିରେ ବୀରବାଦ୍ୟରେ ହେବ ପ୍ରକମ୍ପିତ। ଆଜିଠୁ ଆରମ୍ଭ ହୋଇ ରାମ ଅଭିଷେକ ନୀତି ପର୍ୟ୍ୟନ୍ତ ନିଆରା ସାହି ଜାତ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ । ଆଜି ପ୍ରଥମ ଦିନରେ କାଳିକା ଦେବୀ ସାହି ପକ୍ଷରୁ ରାମ ଜନ୍ମ ନୀତି ଅନୁଷ୍ଠିତ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login