The Ultimate Managed Hosting Platform
ADVERTISEMENT

ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଛନ୍ତି ନାଗା ଚୈତନ୍ୟ ।

Facebook
Twitter
LinkedIn

ବ୍ୟୁରୋ ୦୩ା୦୮: ଶୋଭିତାଙ୍କ ସହ ଡେଟ୍ ରେ ନାଗା । ଅକ୍ଟୋବର ୨୦୨୧ ରେ ନାଗା ଏବଂ ସମନ୍ଥା ଛାଡପତ୍ର ଘୋଷଣା କରିଥିଲୋ ବର୍ତମାନ ଫିଲ୍ମ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି ନାଗା । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଲାଗ୍‌ଥିଲା ଶକ୍ତ ଝଟକା । ଏହା ପରେ ଦୁହେଁ ଦୁହିଁଙ୍କଠୁ ହୋଇଥିଲେ ଅଲଗା । ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ନେଇ କୁହାଯାଇଛି । ଉଭୟଙ୍କ ଆଫେୟାର୍ସ ଉପରେ ଏବେ ଚର୍ଚ୍ଚା ଯୋର ଧରିଛି । ଏନେଇ ଏକ ସାକ୍ଷାତକାର ସମୟରେ ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ।


ଯେତେବେଳେ ଲାଲ ସିଂହ ଚଡ୍ଡା ପାଇଁ ଇଣ୍ଟରଭ୍ୟୁ ସମୟରେ ସୋଭିତାଙ୍କ ସହ ତାଙ୍କ ସମ୍ପର୍କ ଉପରେ ପଚରାଗଲା, ସେତେବେଳେ ନାଗା ହସିଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଗତ ଏକ ମାସ ପୂର୍ବରୁ ପ୍ରାୟତଃ ନାଗା ଏବଂ ଶୋଭିତାଙ୍କୁ ଏକାଠି ଦେଖିବାକୁ ମିଳୁଛି । ଏହା ଉପରେ ସେ କିଛି କହିନାହାନ୍ତି, କିନ୍ତୁ ହସିବା ସହ ସେ ଶୋଭିତାଙ୍କୁ ଡେଟ୍ କରୁଛନ୍ତି ବୋଲି ନିଶ୍ଚିତ କରିଛନ୍ତି ।
ନାଗା ଆହୁରି କିହିଛନ୍ତି, କ୍ୟାଟ୍ରିନା ବହୁତ ସୁନ୍ଦର । କ୍ୟାଟ୍ରିନା କୈଫ୍ ତାଙ୍କର ବଡ କ୍ରସ୍ । ମୁଁ ତାଙ୍କୁ ଦେଖିଛି ସେ କିପରି ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ବର୍ତମାନ ସେ ଶୀର୍ଷରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login