ଭୁବନେଶ୍ୱର : ଶେଷ ହେଲା ବିଧାନସଭା ଶୀତ ଅଧିବେଶନ । ୧୬ଟି କାର୍ୟ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଏହି ଅଧିବେଶନରେ ୧୨ଟି କାର୍ୟ୍ୟଦିବସ ଅନୁଷ୍ଠିତ ହେଇଛି । ହେଲେ ୧୬ଟି କାର୍ୟ୍ୟଦିବସ ପୂର୍ବରୁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଏଥର ବିଧାନସଭାରେ ଅତିରିକ୍ତ ବଜେଟ୍ ପାରିତ ହେଇଥିଲା । ୨ଟି ସରକାରୀ ବିଲ୍ ସହ ୧୦ଟି ବେସରକାରୀ ବିଲ୍ ଆଗତ ହେଇଥିଲା ।
Views: 29