ଭୁବନେଶ୍ୱର : ସରକାରଙ୍କୁ ଶିମିଳିପାଳ ଚିନ୍ତା । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ଫୋର୍ସ । ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ରିଜର୍ଭ ଫୋର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ୱରେ ରହିବେ । ଏ ନେଇ ୍ତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏଜିଙ୍କୁ ଚିଠି ଲେଖିଛନ୍ତି । ୧୩୧ ଜଣିଆ ଶସସ୍ତ୍ର ଏପିଆର ଟିମ୍ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱରରେ ରହିବେ । ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି ।
Views: 31