The Ultimate Managed Hosting Platform
ADVERTISEMENT

ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତିତ୍ୱ ନିର୍ମାଣ : ଗଡକରୀ

Facebook
Twitter
LinkedIn

ଭୁବନେଶ୍ୱର : ମହତାବ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସମ୍ବୋଧନ । ଓଡିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଭିତ୍ତିଭମି ନିର୍ମାଣ , ଜଳସେଚନ ଓ ଶିକ୍ଷା ପାଇଁ କାମ କରିଥିଲେ । କେତେ ଦିନ ବଞ୍ଚିôବ ବଡ କଥା ନୁହେଁ , କଣ କରିଛ ତାହା ବଡ କଥା । ତାହା ମହତାବଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା । ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥାଏ । ମହତାବଙ୍କ ଜୀବନୀରୁ କେବଳ ଓଡିଶା ନୁହେଁ , ଦେଶବାସୀ ପ୍ରେରଣା ପାଆନ୍ତି । କୃଷିର ବିକାଶ ହେଲେ ପ୍ରକୃତ ବିକାଶ ହୋଇପାରିବ । ଯେଉଁମାନେ ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର ଆସୁଛନ୍ତି, ଆଉ ଆସିବେନି । ଏଥିପାଇଁ ବାଜପେୟୀଙ୍କ ପ୍ରେରଣାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା । ପ୍ରତି ଗାଁକୁ ପକ୍କା ରାସ୍ତାରେ ଯୋଡିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ନିଜର ବ୍ୟକ୍ତିଗତ ଜୀବନ ନେଇ ମଧ୍ୟ କିଛି ରୋଚକ ତଥ୍ୟ ରଖିଲେ । ପରିବାର ଲୋକଙ୍କ ଲକ୍ଷ୍ୟ ଥିଲା ମୋତେ ଇଞ୍ଜିନିୟର କରିବାକୁ , ମୁଁ ଏମର୍ଜେନ୍ସି ବେଳେ ଆନେ୍ଦାଳନରେ ମାତି ଲକ୍ଷ୍ୟଚ୍ୟୁତ ହେଲି । ସେତେବେଳେ ଇଞ୍ଜିନିୟରିଂ ପଢିବାକୁ ଥିବା ୫୦ପ୍ରତିଶତ ମାର୍କ ରଖିପାରିଲିନି । ଏହା ପରେ ମୋର ଜୀବନର ଗତିପଥ ପୂରା ବଦଳିଗଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...

Login