The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଲିଙ୍ଗରାଜ ମନ୍ଦିର ପତାକା ପୋଡିଯିବା ପରେ ASI ଟିମର ଯାଞ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ବଜ୍ରପାତରେ ଲିଙ୍ଗରାଜ ମନ୍ଦିର ପତାକା ପୋଡିଯିବା ପରେ ଏଏସଆଇ ଟିମର ଯାଞ୍ଚ । ଏଏସଆଇ ଟିମର ପହଁଚି ମନ୍ଦିର ପରିସରରେ କଲା ଯାଞ୍ଚ । ପୋଡି ଯାଇଥିବା ପତାକାକୁ କାଢି ନୂଆ ପତାକା ଲଗାଗଲା । କାଲି ବଜ୍ରପାତରେ ମନ୍ଦିର ପତାକା ସିସିଟିଭି ଓ ବଲବ ପୋଡି ଯାଇଥିଲା । ବଜ୍ରପାତରେ ୪୦ଟି ସିସିଟିଭି ଫାଟି ଯାଇଥିବା ସୂଚନା ମିଳିଛି। କେବଳ ସିସିଟିଭି ନୁହେଁ ଗର୍ଭଗୃହର ମରକ୍ୟୁରୀ ବଲବ୍ ପୋଡି ଯାଇଛି। ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଓ ମନ୍ଦିର ସୁପରଭାଇଜର ଏନେଇ ଏଏସଆଇକୁ ଦାୟୀ କରିଛନ୍ତି। ଠିକ୍ ଭାବେ ଆର୍ଥିଂ ହୋଇ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login