The Ultimate Managed Hosting Platform
ADVERTISEMENT

ଲାଇନଚ୍ୟୁତ ହେଲା ଟ୍ରେନ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Facebook
Twitter
LinkedIn

ବିଶାଖପାଟଣା : ପୁଣି ଏକ ରେଳ ଦୁର୍ଘଟଣା । ସୌଭାଗ୍ୟକୁ ବଡ ଅଘଟଣ ଟଳିଯାଇଛି, ଅଳ୍ପକେ ବର୍ତ୍ତିଯାଇଛନ୍ତି ଟ୍ରେନରେ ଥିବା ଯାତ୍ରୀ । ବିଶାଖପାଟଣାରୁ ଭବାନୀପାଟଣା ଆସୁଥିବା ଟ୍ରେନ ଲାଇନଚ୍ୟୁତ ହୋଇଛି । ବିଶାଖାପଟଣା ନିକଟସ୍ଥ କୋତାୱାଲସା ନିକଟରେ ଲାଇନଚ୍ୟୁତ ହୋଇଥିଲା । ଇଞ୍ଜିନ ସହ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ତେବେ ଆଶ୍ୱସ୍ତିକର କଥା ହେଉଛି, ଦୁର୍ଘଟଣାରେ କୌଣସି ଯାତ୍ରୀ ମୃତାହତ କିମ୍ବା ଗୁରୁତର ଆହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ପହଞ୍ଚି ରେଳ କର୍ମଚାରୀ ଉଦ୍ଧାର କାର୍ୟ୍ୟ ଚଳାଇଥିବା ବିଶାଖପାଟଣା ଡିଆରଏମ ପକ୍ଷରୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login