The Ultimate Managed Hosting Platform
ADVERTISEMENT

ରେଳ ଧାରଣାରୁ ଖସିଲା ଟ୍ରେନ , ୨୫ଟିରୁ ଉଦ୍ଧ୍ୱର୍ ବଗି ଲାଇନଚ୍ୟୁତ

Facebook
Twitter
LinkedIn

ନୂଆଦିଲ୍ଲୀ : ମାଲ ବୋଝେଇ ଟ୍ରେନର ୨୫ଟିରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ଆରୁକୁ – କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା । କଙକଏ ନାମକ ମାଲ ବୋଝେଇ ଟ୍ରେନ ଟିରେ ପ୍ରାୟ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା । ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି । ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ବିଶାଖାପାଟଣାରୁ କିରଣ୍ଡୁଲକୁ ରାୟଗଡ଼ା ଦେଇ ଗାଡ଼ି ଚଳାଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login