The Ultimate Managed Hosting Platform
ADVERTISEMENT

ପାଲେଷ୍ଟାଇନ ନାଗରିକଙ୍କ ଉପରେ ପୁଣି ଗୁଳି ବର୍ଷା କଲା ଇସ୍ରାଏଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଇସ୍ରାଏଲ ପୁଣି ଥରେ ହଜାର ହଜାର ପାଲେଷ୍ଟାଇନୀ ନାଗରିକଙ୍କ ଉପରେ ଗୁଳି ଚଳାଇଛି । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ହଜାର ହଜାର ପାଲେଷ୍ଟାଇନୀ ନାଗରିକ ଦକ୍ଷିଣ ଗାଜାରେ ଏକ ସହାୟତା କେନ୍ଦ୍ରରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ, ଇସ୍ରାଏଲ ଏହାର ଟ୍ୟାଙ୍କ ଏବଂ ବନ୍ଧୁକ ସାହାଯ୍ୟରେ ସେମାନଙ୍କ ଉପରେ ଗୁଳି ଚଳାଇଲା । ଏକ ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନୀ ଜନତାଙ୍କ ମଧ୍ୟରେ ଇସ୍ରାଏଲୀ ଟ୍ୟାଙ୍କ ଏବଂ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା। ଏହି ଘଟଣାରେ କେତେ ଜଣ ଆହତ କିମ୍ବା ମୃତାହତ ହୋଇଛନ୍ତି ସେ ବିଷୟରେ ଏପର୍ୟ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login