ଭୁବନେଶ୍ୱର : ବାତ୍ୟା ‘ରେମାଲ’ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶିକାଙ୍କ ସୂଚନା । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜଗତସିଂହପୁରରେ ପ୍ରବଳ ବର୍ଷିବ । ଦକ୍ଷିଣ ଓ ଉତ୍ତର ଉପକୂଳରେ ପବନର ବେଗ ୬୦ରୁ ୭୦ କିମି ରହିପାରେ । ସମୁଦ୍ର ଅଶାନ୍ତ ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
Views: 64