The Ultimate Managed Hosting Platform
ADVERTISEMENT

ରିଲିଜ ହେଲା “ସିକନ୍ଦର”ର ଟିଜର

Facebook
Twitter
LinkedIn

ମୁମ୍ବାଇ : ସିକନ୍ଦର ଫିଲ୍ମକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହୋଇଆସୁଅଛି । ଯାହାର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି । ଟ୍ରେଲର ଦେଖିବା ପରେ ଦର୍ଶକମାନଙ୍କର ଫିଲ୍ମ ପାଇଁ ଉତ୍ସାହ ବଢିବାରେ ଲାଗିଛି । ଏହାର ଦମଦାର ଟ୍ରେଲର ମାତ୍ର ୧୪ ଘଣ୍ଟାରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ଏହାର ଟ୍ରେଲରରୁ ପ୍ରମାଣ ହୋଇସାରିଛି । ସଲମାନ ଖାନଙ୍କ ଆକ୍ସନ ଥ୍ରୀଲର ମୁଭିକୁ ତାଙ୍କ ଫ୍ୟାନ୍ସମାନେ ଅନେକ ଦିନ ଧରି ଅପେକ୍ଷା କରି ରହିଛନ୍ତି ।ମୁମ୍ବାଇରେ ଆୟୋଜିତ ଇଭେଣ୍ଟରେ ସଲମାନ ଏବଂ ରଶ୍ମିକା ମନ୍ଦନାଙ୍କ ସମେତ ପୁରା ଟିମ୍ ନଜରରେ ଆସିଥିଲେ । ଖୁବ ଧୂମଧାମରେ ରବିବାର ଦିନ ମୁଭିର ଟ୍ରେଲରଟିକୁ ରିଲିଜ କରାଯାଇଥିଲା । ସିକନ୍ଦର ମୁଭିର ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login