ମୁମ୍ବାଇ : ରିଲିଜ ହେଲା ବଲିଉଡ ଫିଲ୍ମ ଆନିମଲ । ଏଥିରେ ଲିଡ ରୋଲରେ ଅଭିନୟ କରୁଛନ୍ତି ଅଭଇନେତା ରଣବୀର କପୁର । ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଜି ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମର ଫାର୍ଷ୍ଟ ଡେ ଫାର୍ଷ୍ଟ ସୋ ଦେଖିବା ପରେ ଦର୍ଶକ ଏହାକୁ ନେଇ ପଜେଟିବ୍ ରିଭ୍ୟୁ ସେୟାର କରିଛନ୍ତି । ବିଶେଷ ଭାବେ ଦିଲ୍ଲୀ ଓ ମୁମ୍ବାଇରେ ଫିଲ୍ମ ଦେଖିବା ପାଇଁ ହାଉସ୍ଫୁଲ୍ ହୋଇଯାଉଛି । ସବୁ ଠାରୁ ବଡ କଥା ଏହା ଯେ ଫିଲ୍ମ ଆଡ୍ଭାନ୍ସ୍ ବୁକିଂରେ ହିଁ ୨୦ କୋଟିରୁ ଅଧିକ ଇନ୍କମ୍ କରିଛି । ଏହା ସହ ଫିଲ୍ମକୁ ନେଇ ସମସ୍ତ ଲୋକମାନେ ପଜେଟିବ୍ ରିଭ୍ୟୁ ଦେଉଛନ୍ତି ।
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ ହେବାର ପ୍ରଥମ ଦିନରେ ସିନେମା ହଲରେ ହଇଚଇ ସୃଷ୍ଟି କରିଛି । ଫିଲ୍ମରେ ରଣବୀର କପୁର ଓ ରଶ୍ମୀକା ମନ୍ଦନାଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମକୁ ନେଇ ରଣବୀର ଓ ରଶ୍ମୀକାଙ୍କ ସବୁ ଫ୍ୟାନ୍ସ ନିଜର ଉତ୍ସାହ ଦେଖାଇଛନ୍ତି । ନେଟେନିଜେନ୍ସ ରଣବୀରଙ୍କର ଅଧିକ ପ୍ରଶଂସା କରିଛନ୍ତି ଏବଂ ଫିଲ୍ମକୁ “ମେଗା ବ୍ଲକବଷ୍ଟର” ଘୋଷଣା କରିଛନ୍ତି ।
ରିଲିଜ ହେଲା ଫିଲ୍ମ “ଆନିମଲ”
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







