The Ultimate Managed Hosting Platform
ADVERTISEMENT

ରିଲିଜ ହେଲା ‘ଆଦିପୁରୁଷ’

Facebook
Twitter
LinkedIn

ମୁମ୍ବାଇ : ରିଲିଜ ହେଲା ବାହୁବଳୀ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ହଲରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ରାମକଥା ଉପରେ ଆଧାରିତ ବିଗ୍ ବଜେଟର ଫିଲ୍ମ । ପ୍ରଭାସ ଏବଂ କ୍ରିତୀଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଛି । ରାମଙ୍କ ଚରିତ୍ରରେ ପ୍ରଭାସ ଅଭିନୟ କରୁଥିବା ବେଳେ ମାତା ସୀତାଙ୍କ ଚରିତ୍ରରେ କ୍ରିତୀଙ୍କ ସୌମ୍ୟ ରୂପ ସମସ୍ତଙ୍କ ମନ ମୋହୁଛି । ସେହିପରି ସନି ସିଂ ଲକ୍ଷ୍ମଣ ଏବଂ ରାବଣ ହୋଇଛନ୍ତି ସୈଫ ଅଲ୍ଲୀ ଖାନ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ । ଫିଲ୍ମର ଆଡଆନ୍ସ ବୁକିଂ କହୁଛି ଫିଲ୍ମ ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ କଲେକସନ୍ କରିବ । ଅନେକ ରେକର୍ଡ ଭାଙ୍ଗିବ ଫିଲ୍ମ ଆଦିପୁରୁଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login