ନୂଆଦିଲ୍ଲୀ : ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ ଆକ୍ରମଣ । ପିଏସଏଲ ମ୍ୟାଚ ପୂର୍ବରୁ ଭାରତର ଡ୍ରୋନ ଆଟାକ । ରାୱଲପିଣ୍ଡି କ୍ରିକେଟ ଷ୍ଟାଡୟମ କ୍ଷତିଗ୍ରସ୍ତ । କ୍ରିକେଟରଙ୍କୁ ରାୱଲପିଣ୍ଡିଙ୍କୁ ଛାଡିବାକୁ ପିସିବିର ନିଦେ୍ର୍ଦଶ । ପିଏସଏଲରେ ଭାଗ ନେଇଥିବା ଖେଳାଳିଙ୍କୁ ନିଦେ୍ର୍ଦଶ । ଆଜି ରାତି ୮ଟାରେ ଆରମ୍ଭ ହୋଇଥାନ୍ତା ପିଏସଏଲ । ତା ପୂର୍ବରୁ ଆକ୍ରମଣ କରିଛି ଭାରତ। ସେପଟେ ଡ୍ରୋନ୍ ଆକ୍ରମଣ ପରେ ରାୱଲପିଣ୍ଡି ଛାଡିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ । ସୁପର ଲିଗରେ ଭାଗ ନେଇଥିବା ଖେଳାଳୀଙ୍କୁ ଷ୍ଟାଡିୟମ ଛାଡି ଚାଲିଥିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିସିବି ପକ୍ଷରୁ ଜରୁରୀ ବୈଠକ ବସିଛି । ପାକିସ୍ତାନ ପକ୍ଷରୁ ଭାରତର ୧୫ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରିବା ପରେ ଏବଂ ବିଭିନ୍ନ ସହରରେ ମିଜାଇଲର ଭଗ୍ନାଂଶ ମିଳିବା ପରେ ଜବାବ ଦେଇଛି ଭାରତ ।
Views: 53