ନୂଆଦିଲ୍ଲୀ : ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ । ପ୍ରେସ ରିଲିଜରେ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଉତ୍ତର-ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ । ୧୫ଟି ସହର ହେଉଛି-ଅବନ୍ତିପୁରା, ଶ୍ରୀନଗର , ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ ଓ ଭୁଜକୁ ଟାର୍ଗେଟ । ଡ୍ରୋନ ଓ ମିଜାଇଲ ଜରିଆରେ ଟାର୍ଗେଟ କଲା ପାକିସ୍ତାନ । ବିଭିନ୍ନ ସ୍ଥାନରୁ ମିଳିଲା ପାକିସ୍ତାନୀ ଡ୍ରୋନ, ମିଜାଇଲ ଭଗ୍ନାବଶେଷ ।
ଅପରେସନ୍ ସିନ୍ଦୂର ପରେ ବିଳିବିଳାଉଛି ପାକ୍, ଭାରତ ଉପରେ ପାକ୍ର ଆକ୍ରମଣ ପ୍ରୟାସ । ରାତିରେ ପାକ୍ ପକ୍ଷରୁ ହୋଇଥିଲା ଆକ୍ରମଣ ପ୍ରୟାସ, ପାକ୍ର ଆକ୍ରମଣକୁ ପଣ୍ଡ କରିଛି ଭାରତୀୟ ସେନା । ଭାରତର ୧୫ଟି ସହର ଉପରେ ପାକ୍ କରିଥିଲା ଆକ୍ରମଣ ଉଦ୍ୟମ । ଅବନ୍ତିପୋରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମୃତସର, ଅବନ୍ତିପୁରାରେ ଆକ୍ରମଣର ପ୍ରୟାସ କରିଥିଲା ପାକିସ୍ତାନ । ସେହିପରି ଜଲନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, କପୁରଥଲା, ଚଣ୍ଡିଗଡ, ନଲ୍, ଫଲୋଦି, ଉତ୍ତରଲାଇ, ଭୁଜ୍କୁ ମଧ୍ୟ ରଖିଥିଲା ଟାର୍ଗେଟ୍ରେ । ଡ୍ରୋନ୍ ମିସାଇଲ୍ ଖସାଇଲା ଭାରତ । ଭାରତ ବ୍ୟବହାର କଲା ସୁଦର୍ଶନ ଚକ୍ର ।
ଭାରତର ୧୫ଟି ସହରକୁ ପାକିସ୍ତାନ ଟାର୍ଗେଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











