May 19, 2024 7:27 am

The Ultimate Managed Hosting Platform
ADVERTISEMENT

ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ , ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ଜବତ

Facebook
Twitter
LinkedIn

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଇଡିର ଆକ୍ସନ । ବିଟ୍ କଏନ୍ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟିର ସମ୍ପତ୍ତି ଜବତ କରିଛି । ତେବେ ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍ ମଧ୍ୟ ରହିଛି, ଯାହାକି ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିଲା । ପିଏମଏଲଏ ଆକ୍ଟ ଅନୁସାରେ ଇଡି ରାଜ କୁନ୍ଦ୍ରାଙ୍କ ବିରୋଧରେ ଏହି ଆକ୍ସନ ନେଇଛି । ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ରାଜଙ୍କର ଜୁହୁ ସ୍ଥିତ ଫ୍ଲାଟ୍, ପୁଣେର ଏକ ବଙ୍ଗଳା ଏବଂ ତାଙ୍କ ନାମରେ ଥିବା ଇକ୍ୱିଟି ସେୟାର ମଧ୍ୟ ସାମିଲ ଅଛି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login