The Ultimate Managed Hosting Platform
ADVERTISEMENT

ଖରସ୍ରୋତାରେ ୨ ଭାଇ ନିଖୋଜ

Facebook
Twitter
LinkedIn

ଯାଜପୁର : ଖରସ୍ରୋତା ନଦୀରେ ବୁଡିରେ ୨ ଭାଇ ନିଖୋଜ । ଯାଜପୁର ରୋଡ ଥାନା ଯୋକଡିଆ ନିକଟ ନଦୀରେ ବୁଡି ନିଖୋଜ । ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ମଧ୍ୟ ନଦୀରେ ବୁଡିଗଲା । ନିଖୋଜ ୨ ଭାଇ ଶିବାନନ୍ଦ ନଗରର ହୋଇ ଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login