The Ultimate Managed Hosting Platform
ADVERTISEMENT

ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କର ପସନ୍ଦ ନବୀନ ସରକାର, ନମ୍ବର ୱାନ୍ ସରକାର

Facebook
Twitter
LinkedIn

ଭୁବନେଶ୍ୱର :ସଭିଁଙ୍କ ପସନ୍ଦ ନବୀନ ସରକାର | ପୁଣି ଲୋକଙ୍କ ମନ ଜିତିଛନ୍ତି ନବୀନ ସରକାର | ସଭିଁଙ୍କ ମୁହଁରେ ମୋ ସରକାର ନମ୍ବର ୱାନ୍ ସରକାର | ତେବେ ଇଣ୍ଡିଆ ଟୁଡ଼େ ମୁଡ୍ ଅଫ୍ ନେସନ ପୋଲରେ ନବୀନ ନମ୍ବର ୱାନ୍ ସରକାର ହୋଇଛନ୍ତି | ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଦେଶରେ ଅଧିକ | ତେବେ ୭୧.୧ ପ୍ରତିଶତ ଜନତାଙ୍କର ପସନ୍ଦ ନବୀନ ସରକାର |
ଦୁଇ ନମ୍ବର ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତିନି ନମ୍ବର ସ୍ଥାନରେ ଅଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login