ଭୁବନେଶ୍ୱର : ଓଡିଶା ରାଜସ୍ୱ ଅମଲା ସଂଘକୁ ଆନେ୍ଦାଳନରୁ ଓହରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ଅପିଲ । ଆନେ୍ଦାଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ କହିଲେ । ବିନା ସ୍ୱୀକୃତି ଛୁଟିରେ ରହିଲେ ଦରମା ବନ୍ଦ ହେବ । କ୍ୟାଡର ପୁନର୍ଗଠନ ରାଜସ୍ୱ ବିଭାଗ ଅଧୀନ ନୁହେଁ , ଜିଏ ବିଭାଗକୁ ଯାଇଛି । ଅପେକ୍ଷା ନ କରି ଛୁଟିରେ ରହିଲେ ଗ୍ରହଣୀୟ ନୁହେଁ ବୋଲି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଯାଇଛି ଛୁଟି ବାତିଲ ହେବ , ମଞ୍ଜୁରୀ ହେବ ନାହିଁ ।
Views: 85











