The Ultimate Managed Hosting Platform
ADVERTISEMENT

ରାଜସ୍ଥାନ କୋଟାରେ ପୁଣି ଜୀବନ ହାରିଲେ ଛାତ୍ର

Facebook
Twitter
LinkedIn

କୋଟା : ରାଜସ୍ଥାନ କୋଟାରେ ଜଣେ ଏମବିବିଏସ ଶେଷ ବର୍ଷ ଛାତ୍ର କରିଛନ୍ତି ଆତ୍ମହତ୍ୟା। ଗତ ୩ ବର୍ଷ ଧରି ସେ କୋଟାରେ ରହୁଥିଲେ। ଛାତ୍ରାବାସ ପ୍ରକୋଷ୍ଠରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ। ନିଜର ଆଶାନୁରୂପ ଭାବେ ସେ ସଫଳତା ହାସଲ କରିପାରୁ ନଥିବାରୁ ମାନସିକ ବିଷାଦରେ ରହୁଥିଲେ। ସୁଇସାଇଡ ନୋଟରେ ସେ ବାପା, ମାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବାପା ମାଙ୍କ ଆଶା ପୂରଣ କରିପାରି ନଥିବାରୁ ସେ ଦୁଃଖିତ ଥିବା ସୁଇସାଇଡ ନୋଟରେ କହିଛନ୍ତି। କୋଟା ମେଡିକାଲ କଲେଜରେ ପଢୁଥିବା ଏହି ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ଖବର ଜଣାପଡିବା ପରେ ମହାବୀର ନଗର ପୋଲିସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login