The Ultimate Managed Hosting Platform
ADVERTISEMENT

ରାଜସ୍ଥାନରୁ ପାକିସ୍ତାନ ଗୁଇନ୍ଦା ଗିରଫ

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜସ୍ଥାନ ଇଣ୍ଟେଲିଜେନ୍ସୀକୁ ବଡ଼ ସଫଳତା ମିଳିଛି । ଜୈସଲମରରେ ଜିରୋ ଆରଡି ମୋହନଗଢ ଅଞ୍ଚଳରେ ପାକିସ୍ତାନ ପାଇଁ ଗୁଇନ୍ଦା କାମ କରୁଥିବା ପଠାନ ଖାନଙ୍କୁ ଗିରଫ କରାଯାଇଛି । ପଠାନ ଖାନ ଉପରେ ଭାରତର ସାମରିକ ଦ୍ଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସୂଚନା ଏବଂ ଆର୍ମି ସହିତ ଜଡିତ ଫଟୋ ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇକୁ ପଠାଉଥିବା ଅଭିଯୋଗ ରହିଛି । ପଠାନ ଖାନ ଦୀର୍ଘ ଦିନରୁ ପାକ୍ ଏଜେନ୍ସୀ ପାଇଁ କାମ କରୁଥିଲେ । ମାସେ ପୂର୍ବରୁ ତାଙ୍କୁ ସନ୍ଦେହ ଆଧାରରେ ଡିଟେନ କରାଯାଇଥିଲା । ଏହି ସମୟରେ ପଚରାଉଚରାରେ ତାଙ୍କ ଗତିବିଧି ଉପରେ ସନ୍ଦେହ କରାଯାଇଥିଲା । ଏହାପରେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ସେଣ୍ଟର ଜୟପୁର ନେଇ ପଚରାଉଚରା କରାଯାଇଥିଲା । ଏଥିରେ ଅଭିଯୁକ୍ତ ଜଣକ ଆଇଏସଆଇ ହ୍ୟାଣ୍ଡେଲର ନିର୍ଦ୍ଦେଶରେ ଭାରତର ଗୋପନୀୟ ସୂଚନା ଦେଉଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login