The Ultimate Managed Hosting Platform
ADVERTISEMENT

ରାଜଧାନୀରେ ୨ ଯୁବକଙ୍କ ସନେ୍ଦହଜନକ ମୃତ୍ୟୁ !

Facebook
Twitter
LinkedIn

ଭୁବନେଶ୍ୱର : ଘର ଭିତରେ ୨ ଯୁବକଙ୍କ ସନେ୍ଦହଜନକ ମୃତ୍ୟୁ । ଖାରବେଳନଗର ଥାନା ପଞ୍ଜାବୀ କଲୋନୀରୁ ମୃତଦେହ ଉଦ୍ଧାର । ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ।‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ ଯୁବକ ଜଣଙ୍କ। ଖବର ପାଇ ଘଚଣାସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login